Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : କାନଟଣା କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୭ ଉକ୍ତ ବିଶେଷ ଲେଖଟି ଆମ ଶାସ୍ତ୍ରର ନବରସ ଭିତରୁ ପ୍ରମୁଖତଃ ଦୁଇଟିରସ ଅର୍ଥାତ୍ ଅଦ୍ଭୁତ ଓ ଭୟାନକକୁ ନେଇ ଲିଖିତ।ଅବଶ୍ୟ ଏହା ଭିତରେ ଆଉ ଗୋଟିଏ ରସର କିଛି ମାତ୍ରାନୁପାତରେ ରହିବ ,ତାହା ହେଉଛି ହାସ୍ୟ। କାଳ ସବୁବେଳେ ଅନେକ…

ସ୍ୱଳ୍ପ ଗଳ୍ପ : ଦି ଆର୍ଟିଷ୍ଟସ୍ ଶିଟ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୬  କଳାକାର ମାନେ ସ୍ୱର୍ଣ୍ଣପ୍ରସୂ।ଏଥିରେ ଦ୍ବିମତ ଯଦି କେହି ହୁଅନ୍ତି ତେବେ ଏଇ ଲେଖାଟି ସେମାନଙ୍କ ମୁହଁ ବନ୍ଦ କରି ଦେବା ପାଇଁ ହୁଏତ ଯଥେଷ୍ଟ ,ଏକ ଉଦାହାରଣ । ଊଣେଇଶ ଏକଷଠି ସାଲରେ ପିଏରୋ ମନଜୋନି(୧୯୩୩-୬୩) ବୋଲି ଜଣେ…

ସ୍ୱଳ୍ପ ଗଳ୍ପ : ରାଣୀଙ୍କ କାଠର ଦାନ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୫ ଏଲିଜାବେଥ ପ୍ରଥମ। ଇଂଲଣ୍ଡ ର ରାଣୀ। ଖ୍ରୀଷ୍ଟୀୟ ଷୋଡଶ ଶତାବ୍ଦୀ। "କୁମାରୀ ରାଣୀ " ବା ଭର୍ଜିନ କ୍ୟୁଇନ୍ ହିସାବରେ ଇତିହାସରେ ବେଶ୍ ଚର୍ଚ୍ଚିତ। ତାଙ୍କର ରାଜତ୍ୱର ଶେଷ ଆଡକୁ ଦଳେ ବଣିକ ଏକ…

ସ୍ୱଳ୍ପ ଗଳ୍ପ : କବି ଓ କାଗଜ ଡଙ୍ଗା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୪  ଜଣେ କବି ଥିଲେ । ଏଇ କବିଙ୍କର ଆସକ୍ତିମାନଙ୍କ ଭିତରୁ ଗୋଟିଏ ପ୍ରମୁଖ ଆସକ୍ତି ଥିଲା କାଗଜଡଙ୍ଗା। ଯଦି ପାଖରେ ତାଙ୍କର କିଛି ବଳକା ସମୟ ରହିଥାଏ ତେବେ ଯେଉଁଠି ଗୋଟିଏ ବହମାନ ଜଳର…

ସ୍ୱଳ୍ପ ଗଳ୍ପ : ବିଚାର, ନାଟ୍ୟକାର ଏବଂ ଗୋଟିଏ ନାଟକ

ଜ୍ୟୋତି ନନ୍ଦଙ୍କ ନିୟମିତ ବିଭାଗ ସ୍ୱଳ୍ପ ଗଳ୍ପ : ୮୩ ସମସ୍ତ ଅଭିଯୋଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଶୁଣି ସାରିବା ପରେ ବିଚାରକ ଜଣକ ଅଭିଯୁକ୍ତଙ୍କ ଆଡକୁ ଚାହିଁଥିଲେ । ସାମ୍ନାରେ କାଠଗଡାରେ ଛିଡା ଅଭିଯୁକ୍ତଙ୍କର ମୁହଁରେ କୌଣସି ଭାବାନ୍ତର ନାହିଁ । ବିଚାରକଙ୍କ ସାମ୍ନାରେ ତାଙ୍କ ବିରୁଦ୍ଧରେ…

ସ୍ୱଳ୍ପ ଗଳ୍ପ : ଏକ ଚିତ୍ରାତ୍ମାର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୨  ୧୮୯୦ର ଛବି । ଭିକ୍ଟୋରିଆ ଯୁଗର ଛବି। ସେ ସମୟରେ ଏହି ଭଳି ଛବିର ଖୁବ୍ ପ୍ରଚଳନ ଥିଲା। ଅନେକେ ନିଜର ଶୋଇବାଘରର କାନ୍ଥରେ ଏଇଭଳି ଛବିମାନ ଟାଙ୍ଗିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଏହିଭଳି ଛବିରେ କିଛି ବିଶ୍ୱାସ ଅଛି,…

ସ୍ୱଳ୍ପ ଗଳ୍ପ : ଆନାଙ୍କ ହାତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୧ ଡାହାଣ ହାତର ଫଟୋ । ଆନାଙ୍କର ।ଫଟୋରେ ଦେଖାଯାଉଛି ଗୋଟିଏ ଆଙ୍ଗୁଳିରେ ରହିଛି ଗୋଟିଏ ମୁଦି । ସେଇ ମୁଦିଟି ତାଙ୍କର ଏନଗେଜମେଣ୍ଟ ସମୟ ର ମୁଦି । ଆନା ଙ୍କର ପୂରାନାଆଁ ଆନା ବର୍ଥା ରୋଣ୍ଟଜେନ୍। ବିଖ୍ୟାତ ପଦାର୍ଥବିଜ୍ଞାନୀ…

ସ୍ୱଳ୍ପ ଗଳ୍ପ : ରାଜାଙ୍କ ହସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୦  ହସର ଏକ ସତ୍ତାପରକ ପରିଭାଷା ରହିଛି ଏବଂ ଏହାକୁ ନେଇ ଆମର ସମ୍ଭବତଃ କାହାର କୌଣସି ହୁଏତ ସେମିତି ସନ୍ଦେହ ନଥିବ। ଅବଶ୍ୟ ଅକାରଣରେ ସବୁବେଳେ ହସୁଥିବା ଏବଂ ଯେତେବେଳେ ଯାହା ଘଟୁଛି ତାହାର ସମର୍ଥନରେ ମୁଣ୍ଡ ଟୁଙ୍ଗାରି…

ସ୍ୱଳ୍ପ ଗଳ୍ପ : ଫଲନ୍ ଆଷ୍ଟ୍ରୋନଟ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୯ "ଫଲନ୍ ଆଷ୍ଟ୍ରୋନଟ୍" ର ଗୋଟିଏ ଶୁଦ୍ଧ ଓଡିଆ ଭାଷାନ୍ତର ଟିକିଏ ଜଗି ରଖି ମୂଳଶବ୍ଦକୁ ସେମିତି ଅସମ୍ମାନ ନ କରି ଭାଷାର ସଂଭ୍ରମତା ରକ୍ଷାକରି ସାହିତ୍ୟ ସାହିତ୍ୟ ଲାଗିବା ଭଳି, ଏହିପରି କରାଯାଇପାରେ, ଅର୍ଥାତ୍, "ଅବନତ ନଭଚାରୀ"…

ସ୍ୱଳ୍ପ ଗଳ୍ପ : ଜଣେ ବନ୍ଧୁକ ବିକ୍ରେତା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୮ ଜଣେ ବନ୍ଧୁକ ବିକ୍ରେତା ଉପରେ ଏମିତିରେ ଅଧିକ କିଛି ଲେଖିବାର ଆବଶ୍ୟକତା ନାହିଁ । ଆଜିକାଲି ଅନେକେ ହାତରେ ଅଥବା ମଥାରେ ଗୋଟିଏ ଗୋଟିଏ ବନ୍ଧୁକ ଧରି ପ୍ରାୟତଃ ଆତଯାତ ହେଉଛନ୍ତି । ଉପଯୁକ୍ତ ଗରାଖ ପାଇଲେ ତାହାକୁ…