ସୁନା ପରେ ଏବେ ରେକର୍ଡ ଭାଙ୍ଗିଲା ରୁପା ଦର, ଟପିଲା ୫୦ ହଜାର
ନୂଆଦିଲ୍ଲୀ: ଲଗାଦାର ସୁନା ଦର ବୃଦ୍ଧି ପାଉଥିବା ବେଳେ ବୁଧବାର ଏହା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି ।
ଅନ୍ୟପକ୍ଷରେ ରୁପା ଦର ମଧ୍ୟ ଅହେତୁକ ଭାବେ ବଢ଼ିଚାଲିଛି। ବୁଧବାର ରୁପା ଦର କେଜିରେ ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚିଛି ।…