ସିଙ୍ଗଲ୍ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ; ରିପୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ଗଙ୍ଗା ରାମ ହସପିଟାଲ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ବୃଦ୍ଧି ସମୟରେ ସିଙ୍ଗଲ୍ ଡୋଜ ଟିକା କରୋନାରୁ ସୁରକ୍ଷା ପ୍ରଦାନ କରିବାରେ ସେତେଟା ସଫଳ ହୋଇନାହିଁ। ସିଙ୍ଗଲ୍ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ ବୋଲି…