କରୋନା ମୁକାବିଲା ପାଇଁ କୁନି ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର: କରୋନା ମୁକାବିଲା ମଧ୍ୟରେ କୁନି କୁନି ସ୍କୁଲ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । କରୋନାକୁ ଡରିବା ନାହିଁ, ସାହାସର ସହ ସମସ୍ତେ ମିଳିମିଶି ଲଢ଼ିବା ବୋଲି ନବୀନ କହିଛନ୍ତି ।
ଆମେ ସମସ୍ତେ ହାତ ଧୋଇବା । ବାପା, ମା’ଙ୍କୁ ହାତ ଧୋଇବାକୁ ଏବଂ ଘରେ ରହିବାକୁ କହିବା…