କବିତା : ଅଚିହ୍ନା ବାଟୋଇ
ସ୍ମୃତିରେଖା ଭୂୟାଁ
ସେ ନାଲି ଛିଟା କୃଷ୍ଣଚୁଡ଼ା ଫୁଲଟିଏ
ବୃକ୍ଷର ସର୍ବୋଚ୍ଚ ଶାଖାରେ
ଦିନେ ସେ ବାଟୋଇ ଟାଣି ହୋଇଥିଲା
ତା ରୂପ ମହକର ଡୋରିରେ,
ସେ ସୁଉଚ୍ଚ ବୃକ୍ଷର ଉଚ୍ଚତା ସହ
ଘଡ଼ିଏ ଚାଲିଲା ଦ୍ଵନ୍ଦ,
ବହୁ ଚେଷ୍ଟା ଫଳେ ତୋଳି ଆଣିଥିଲା
ସେ ଫୁଲଟିର ସୁଗନ୍ଧ।
ଏତେ ପାଖରୁ ତା…