ଗଞ୍ଜାମରେ ବ୍ୟାପୁଛି ବାସନ୍ଦ କଳଙ୍କ: ସରପଞ୍ଚ ପ୍ରାର୍ଥୀଙ୍କ ପରିବାରକୁ ଗାଁ ବାସନ୍ଦ ଅଭିଯୋଗ
ବ୍ରହ୍ମପୁର: ସାମାଜିକ ବାସନ୍ଦ, ଜାତିରୁ ବାସନ୍ଦ ଭଳି କୁସଂସ୍କାର ଗଞ୍ଜାମ ଜିଲାରେ ଦିନକୁ ଦିନ ବଢିବାରେ ଲାଗିଛି। କିଛି ନିର୍ଦ୍ଧିଷ୍ଟ କୁଳ ସମାଜର ମୁଖିଆମାନେ ନିଜ ପତିଆରା ପାଇଁ ଏଭଳି କୁପ୍ରଥା ପ୍ରଚଳନ କରିଆସୁଛନ୍ତି। ଏକାଧିକ ଘଟଣା, ଦୁର୍ଘଟଣା ଓ ପୁଲିସର ତାଗିଦ ପରେ ମଧ୍ୟ ବାସନ୍ଦ ପ୍ରଥା…