Latest Odisha News

BREAKING NEWS

Browsing Tag

SOG Jawan

ହାତରେ ହ୍ୟାଣ୍ଡ୍ ଗ୍ରେନେଡ ଫୁଟି ଏସଓଜି ଯବାନ ମୃତ

ଭୁବନେଶ୍ୱର: ଚନ୍ଦକା ନିକଟରେ ଏସଓଜି ଯବାନଙ୍କ ଟ୍ରେନିଂ ଚାଲିଥିବା ବେଳେ ଅଘଟଣ ଘଟିଛି । ମଙ୍ଗଳବାର ଏକ ହ୍ୟାଣ୍ଡ୍ ଗ୍ରେନେଡ ଫୁଟି ଯିବାରୁ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ମୃତକଙ୍କ ନାଁ ପ୍ରକାଶ ସାହୁ ବୋଲି ଜଣାପଡିଛି । ସେ ବରଗଡ ଜିଲ୍ଲାରେ…

ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗପଦର ଗ୍ରାମ ନିକଟରେ ଶନିବାର ଦିନ ଘଟିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ବୋଗପଦର ଅଞ୍ଚଳ ନିକଟରେ ଶନିବାର ଦିନ ଯବାନମାନେ କମ୍ବିଂ ଅପରେସନ୍ କରୁଥିବାବେଳେ ଏହି…