ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ
ଢେଙ୍କାନାଳ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ବାପାକୁ ହତ୍ୟା କରିଛି ନିଜ ଜନ୍ମ କଲା ପୁଅ। ସମ୍ପତ୍ତି ଯୋଗୁ ପାଟି ତୁଣ୍ଡ ହୋଇଥିବା ବଙ୍କଳ ଉତ୍ତ୍ୟକ୍ତ ହୋଇ ନିଜ ବାପାକୁ ନିର୍ମର୍ମ ଭାବେ ହତ୍ୟା କରିଛି ପୁଅ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ୍ ନିକଟ କୋରିଆଁ …