ସୋନାକ୍ଷୀଙ୍କୁ ନିଜ ସମ୍ପତ୍ତିରୁ କିଛି ଦେବେନି କହିଲେ ଶତ୍ରୁଘ୍ନ ସିହ୍ନା
ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ନିଜର ଲୁକ୍ ଓ ଗ୍ଲାମରସ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଆଉ ପ୍ରଶଂସକଙ୍କ ମନ ଜିତିଛନ୍ତି ।ଏବେ ସୋନାକ୍ଷୀଙ୍କ ବାପାଙ୍କ କଥା ସୋଶିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଏକ ସାକ୍ଷାତକାରରେ…