ସୋନୁ ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି । ତାଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏନେଇ ତାଙ୍କ ବାପା ଅଗମ କୁମାର ନିଗମ ଥାନାରେ ଅଭିଯୋଗ କରିଛନ୍ତି । ଘରର ପୂର୍ବତନ ଡ୍ରାଇଭରଙ୍କୁ ସେ ସନ୍ଦେହ କରୁଥିବା ପୋଲିସ ଆଗରେ କହିଛନ୍ତି । ମୁମ୍ବାଇର…