କରୋନା ଚିକିତ୍ସା ପାଇଁ ନୂଆ ଔଷଧ ‘ଟୋସିଲିଜୁମାବ’, ଗୁରୁତର ରୋଗୀଙ୍କୁ ଦିଆଯିବ
ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ଆସିଲା ନୂଆ ମେଡିସିନ୍ ଟୋସିଲିଜୁମାବ । ଏଣିକି ଗୁରୁତର ଥିବା କରୋନା ରୋଗୀ କିମ୍ବା ଭେଣ୍ଟିଲେଟରରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କୁ ଟୋସିଲିଜୁମାବ ଇଞ୍ଜେକସନ୍ ଦିଆଯାଇପାରିବ । ଏହି ଇଞ୍ଜେକସନର ବ୍ୟବହାରକୁ ଅନୁମତି ଦେଇଛି ଊଉଏଓ । ଏହାପରେ ଏସଓପି ଜାରି…