ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୫ ମାସ ଜେଲ ଦଣ୍ଡ
ନୂଆଦିଲ୍ଲୀ: ଗ୍ରାଫ୍ଟ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହେବାକୁ ମନା କରିବା ପରେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ଯାକୋବ ଜୁମାଙ୍କୁ କୋର୍ଟର ଅବମାନନା ଅଭିଯୋଗରେ ୧୫ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ବିଚାରପତି କହିଛନ୍ତି, “ଶ୍ରୀ ଜୁମା କୋର୍ଟର…