ଆଣ୍ଟାର୍କଟିକା: ଦେଖନ୍ତୁ କିପରି ଦେଖାଯାଉଛି ସ୍ପେସ୍ ସେଣ୍ଟରରୁ
ସ୍ଥାୟୀ ମାନବ ବାସସ୍ଥାନ ନଥିବା ଆଣ୍ଟାର୍କଟିକା ହେଉଛି ଏକମାତ୍ର ମହାଦେଶ । ତଥାପି, ସେଠାରେ ସ୍ଥାୟୀ ମାନବ ବସତି ଅଛି, ଯେଉଁଠାରେ ବୈଜ୍ଞାନିକ ଏବଂ ସହାୟକ କର୍ମଚାରୀମାନେ ବର୍ଷ ର କିଛି ଦିନ ବାସ କରନ୍ତି ।
ଆପଣମାନେ ଆଣ୍ଟାର୍କଟିକା ବିଷୟରେ ପଢ଼ିଛନ୍ତି । ତେବେ ଦେଖନ୍ତୁ ସ୍ପେସ୍…