ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟରିଙ୍ଗ୍ ଓ ପର୍ଯ୍ୟଟନ ନିଗମ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା
କଟକ : ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟରିଙ୍ଗ୍ ଓ ପର୍ଯ୍ୟଟନ ନିଗମ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ମହାଳୟାରେ ବାରାଣସୀ, ଆହ୍ଲାବାଦର ତ୍ରିବେଣୀ ସଙ୍ଗମ ଓ ଗୟାରେ ପିଣ୍ଡଦାନ ବା ତିଳତର୍ପଣ କରିବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ କଟକ ଷ୍ଟେସନରୁ ଯାତ୍ରା କରିବ । ଆସନ୍ତା…