ଶ୍ରୀମନ୍ଦିର ଭିତରେ ଅଣ ହିନ୍ଦୁ ଅଫିସର ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଲା ଜଗନ୍ନାଥ ସେନା
ପୁରୀ: ଭାରତୀୟ ସେବା ଅଧିକାରୀଣି ରେଶମା ଲଖାନୀ ଶ୍ରୀମନ୍ଦିର ଭିତରକୁ ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଛି ଜଗନ୍ନାଥ ସେନା । ଏହାର ପ୍ରତିବାଦରେ ଆଜି ସେନା ପକ୍ଷରୁ ସିଂହଦ୍ୱାରରେ ଲିଖିତ ଅଭିଯୋଗ ଦାୟର କରାଯାଇଛି ।
ଗତ ୨୪ ତାରିଖ ଦିନ ଭାରତୀୟ ରାଜସ୍ବ ସେବା ଅଧିକାରୀଣି ରେଶମା ଲଖାନୀ…