ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ : ଜବାବ ମାଗିଲେ ହାଇକୋର୍ଟ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଜବାବ ମାଗିଲେ ହାଇକୋର୍ଟ ଶ୍ରୀମନ୍ଦିର ଚାରିପଟେ କ’ଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ । ରାଜ୍ୟ ସରକାର ଓ ଏଏସଆଇଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ଶ୍ରୀମନ୍ଦିର ଚାରିପଟେ କଣ…