Latest Odisha News

BREAKING NEWS

Browsing Tag

state bar council

୬ ସପ୍ତାହ ମଧ୍ୟରେ ରାଜ୍ୟ ବାର୍ କାଉନସିଲ ନିର୍ବାଚନ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟ ବାର୍ କାଉନସିଲ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆଗାମୀ ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଭୋଟର ତାଲିକା ଅନୁସାରେ ନିର୍ବାଚନ ସମ୍ପାଦନ କରିବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଶୁଣାଇଛନ୍ତି । ପରିଷଦର ପୂର୍ବତନ…

ଓକିଲ ସଂଘ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ବାର୍ କାଉନ୍‌ସିଲ୍‌ଙ୍କୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୱାନ୍ ବାର୍ ୱାନ୍ ଇଲେକସନ୍ କରାଯାଉ ବୋଲି କୋର୍ଟ କହିଛନ୍ତି । ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ…