‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ ରେ ନଜର ଆସିବେ ଶ୍ରଦ୍ଧା କପୁର
ମୁମ୍ବାଇ: ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଚଳଚିତ୍ର ‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଏହି ମୁଭିକୁ ନେଇ ବେଶ ଖୁସି ଓ ଏକ୍ସାଇଟେଡ଼ ଥିବା ଜଣାପଡୁଛି । ସୁଟିଂ ସେଟରେ ଘଟିଥିବା ଏକ ଘଟଣାରେ ନିଜର ଖୁସି ଜାହିର କରି ପୂରା…