ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ
ସୋନପୁର :ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ । ସ୍କୁଲକୁ ଆଡମିଟ କାର୍ଡ ଆଣିବାକୁ ଯିବା ବେଳେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି । ସୋନପୁର ଜିଲ୍ଲା ବିନିକା ବ୍ଲକ ଚୁଲିମାଲ ଗାଁରେ ଘଟିଛି ଏଭଳି ଘଟଣା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୋନପୁର…