Latest Odisha News
Browsing Tag

Subrat

ଉଦ୍ଧାର ହେଲେ ଅପହୃତ ସମିତିସଭ୍ୟ ପ୍ରାର୍ଥୀ

ଢେଙ୍କାନାଳ : ଶେଷରେ ଉଦ୍ଧାର ହେଲେ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଭାପୁର ଅଞ୍ଚଳରୁ ଆସିଥିବା ଏକ ଫୋନ କଲକୁ ଆଧାର କରି ସୁବ୍ରତଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ, ସୁବ୍ରତଙ୍କୁ କିଏ ଅପହରଣ କରିଥିଲା ସେନେଇ ପୋଲିସ…