ଯୁବପିଢିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବାର୍ତ୍ତା; ନିଶାରେ ବୁଡି ରହିବା ଅର୍ଥ ‘କୁଲ୍’ ନୁହଁ
ନୂଆଦିଲ୍ଲୀ: ମଦ୍ୟପାନ କରିବା ବା ନିଶାରେ ବୁଡି ରହିବା ଅର୍ଥ 'କୁଲ୍' ନୁହେଁ ଏବଂ ଏହାକୁ ଏଡାଇବା ଉଚିତ୍। ସୋମବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ଯୁବକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।
କୋର୍ଟ କହିଛନ୍ତି ଯେ ଆଜିକାଲି ଡ୍ରଗ୍ସ ସେବନ କିମ୍ବା ନିଶାରେ ବୁଡି ରହିବାକୁ…