ୟୁଜିସି ପରୀକ୍ଷା ଗାଇଡଲାଇନ୍ ଉପରେ ଆସନ୍ତାକାଲି ଆସିବ ରାୟ
ନୂଆଦିଲ୍ଲୀ: ୟୁଜିସି ଜାରି କରିଥିବା ପରୀକ୍ଷା ଗାଇଡାଲାଇନ୍ ଉପରେ ଆସନ୍ତାକାଲି ଆସିବ ରାୟ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିବାକୁ ୟୁଜିସି ଗାଇଲାଇନ୍ ଜାରି କରିଥିଲା । ଏହାଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଶୁଣାଇବେ । ଗତ ଜୁଲାଇ ମାସରେ ୟୁଜିସି ପକ୍ଷରୁ…