ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥଙ୍କୁ ଗିରଫ କଲା ଏନସିବି
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଡ୍ରଗ୍ ମାମଲାରେ ଗିରଫ କରିଛି।
ବାନ୍ଦ୍ରା ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିବା ସିଦ୍ଧାର୍ଥ ପିଠାନି ଜୁନ୍ ୧୪ରେ ସୁଶାନ୍ତଙ୍କୁ ତାଙ୍କ…