ତାଲିବାନ ମନ୍ତ୍ରଣାଳୟର ଆକାଉଣ୍ଟରୁ ବ୍ଲୁ ବ୍ୟାଜ୍ ହଟାଇଲା ଟ୍ୱିଟର
କାବୁଲ: ଆମେରିକାର ମାଇକ୍ରୋ ବ୍ଲଗିଂ ଏବଂ ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ଟ୍ୱିଟର ବିଭିନ୍ନ ଆଫଗାନିସ୍ତାନ ସରକାରୀ ମନ୍ତ୍ରଣାଳୟର ମନ୍ତ୍ରୀଙ୍କ ଆକାଉଣ୍ଟରୁ ଯାଞ୍ଚ ହୋଇଥିବା ବ୍ଲୁ ବ୍ୟାଜଗୁଡ଼ିକୁ ହଟାଇ ଦେଇଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ରିପୋର୍ଟ ଅନୁଯାୟୀ ବୈଦେଶିକ…