ଚର୍ଚ୍ଚା ନୁହେଁ, ସେବା ମନୋଭାବକୁ ଆପଣେଇଛି ବ୍ରହ୍ମପୁରର “ଟିମ୍ କ୍ଲିନ୍ ସିଟି”
ବ୍ରହ୍ମପୁର: ଅନବରତ ମାନବ ସେବା କରି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ଟିମ୍ କ୍ଲିନ୍ ସିଟି । ବିନା କୌଣସି ଅନୁଦାନରେ ଏହି ସଙ୍ଗଠନ ଦୀର୍ଘ ୨ ବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି । ତେବେ ଚର୍ଚ୍ଚା ନୁହେଁ, ବରଂ ସେବା ମନୋଭାବ ପାଇଁ ଟିମ୍ କ୍ଲିନ୍…