ବୈଷୟିକ ପାଠ୍ୟକ୍ରମରେ ସିଲାବସ ହ୍ରାସ ହେବନି: ମନ୍ତ୍ରୀ
ଭୁବନେଶ୍ୱର: ବୈଷୟିକ ପାଠ୍ୟକ୍ରମର ସିଲାବସ୍ ହ୍ରାସ କରିବାକୁ ଓଡିଶା ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି।
ରାଜ୍ୟ ବିଧାନସଭାରେ ବିଜେଡି ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ…