ଆଦାନୀ ଗ୍ରୁପର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର
ହାଇଦ୍ରାବାଦ: ଆମେରିକା ପକ୍ଷରୁ ଆଦାନୀ ଗ୍ରୁପ୍ ବିରୋଧରେ ଲାଞ୍ଚ ଅଭିଯୋଗ ପରେ ତେଲେଙ୍ଗାନାର କଂଗ୍ରେସ ସରକାର କମ୍ପାନୀକୁ ୧୦୦ କୋଟି ଟଙ୍କା ଫେରସ୍ତ କରିଛନ୍ତି।
ଯୁବକମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ ହୋଇଥାନ୍ତା। ଯାହା ପାଇଁ କଂଗ୍ରେସ ସରକାର…