Latest Odisha News
Browsing Tag

tele actor

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ନାଗିନ୍‌-୩ ଆକ୍ଟର

ମୁମ୍ବାଇ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଲୋକପ୍ରିୟ ଟେଲି କଳାକାର ପର୍ଲ ଭୀ ପୁରୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ତାଙ୍କୁ ଏବେ ଭାସାଇର ସ୍ଥାନୀୟ କୋର୍ଟଙ୍କ ଦ୍ବାରା ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ତାଙ୍କୁ ଏପର୍ଯ୍ୟନ୍ତ ଜାମିନ ମିଳିନାହିଁ।…

ଦୁଷ୍କର୍ମ ମାମଲାରେ ନାଗିନ୍‌ ଆକ୍ଟର ପର୍ଲ ଭୀ ପୁରୀ ଗିରଫ

ମୁମ୍ବାଇ: ଦୁଷ୍କର୍ମ ଜାଲରେ ଫସିଲେ ଆଉ ଜଣେ ଟେଲି କଳାକାର। ଟେଲିଭିଜନ ଜଗତର ଲୋକପ୍ରିୟ କଳାକାର ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ସେ ଗୋଟିଏ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇର ମାଲାଡରେ ଥିବା ମାଲୱାନି ପୋଲିସ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଟେଲି ଆକ୍ଟର ରାଜୀବ ପଲ୍‌

ନୂଆଦିଲ୍ଲୀ: ଗତ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟେଲି ଆକ୍ଟର ରାଜୀବ ପଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୫୦ ବର୍ଷୀୟ ଅଭିନେତା ରାଜୀବ ମେ ୭ରେ…