Latest Odisha News

BREAKING NEWS

Browsing Tag

Temple Reopen Demand

ମନ୍ଦିର ଖୋଲିବାକୁ ଦାବି, ଆଜିଠୁ ସେବାୟତଙ୍କ ଘଣ୍ଟ ପ୍ରତିବାଦ ଆରମ୍ଭ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି । ତେବେ ମନ୍ଦିର ଖୋଲିବା ପାଇଁ ଦାବି କରୁଛନ୍ତି ସେବାୟତ । ଏଥିପାଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜିଠାରୁ ପ୍ରତିଦିନ ୯ ମିନିଟ୍ ଘଂଟ ବାଡେଇ ପ୍ରତିବାଦ ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ଏଭଳି ପ୍ରତିବାଦ…

ଏଣିକି ପ୍ରତିଦିନ ୯ ମିନିଟ୍ ଘଣ୍ଟ ବାଡେଇ ପ୍ରତିବାଦ

ଭୁବନେଶ୍ୱର: କରୋନା ପାଇଁ ଶ୍ରୀମନ୍ଦିର ସମେତ ବନ୍ଦ ରହିଛି ରାଜ୍ୟର ସବୁ ମନ୍ଦିର । ଭକ୍ତ ଶୂନ୍ୟ ହୋଇପଡିଛି ଧର୍ମପୀଠ । ଭକ୍ତଙ୍କୁ ମନ୍ଦିର ଦୁଆର ମନା ହୋଇଛି । ମନ୍ଦିର ଖୋଲିବାକୁ ଦୀର୍ଘ ଦିନର ଦାବି, ଗୁହାରୀ ସତ୍ତ୍ୱେ ଶୁଣୁନି ପ୍ରଶାସନ। ଏପରି ସମୟରେ ମନ୍ଦିର ଆଗରେ ଘଣ୍ଟ ବଜାଇ ପ୍ରତିବାଦ…

ମନ୍ଦିର ଖୋଲିବା ଦାବିରେ ୯ଟାରେ ୯ ମିନିଟ୍ ଯାଏଁ ପିଟିଲେ ଘଣ୍ଟ

ଭୁବନେଶ୍ୱର: ମନ୍ଦିର ଖୋଲିବା ଦାବିରେ ଘଂଟ ପଟିଲେ ପୂଜକ । ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଚଂଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ୯ ମିନିଟ୍ ପାଇଁ ଘଂଟ ବଜାଯାଇଛି । କୋଭିଡ କଟକଣା ଭିତରେ ମନ୍ଦିର ଖୋଲିବାକୁ ସେବାୟତମାନେ ଦାବି କରିଛନ୍ତି । ଲକଡାଉନ୍ ପରେ ଅନ୍‌ଲକରେ ମଧ୍ୟ ମନ୍ଦିର ବନ୍ଦ…

ମନ୍ଦିର ଖୋଲିବା ଦାବିରେ ଶ୍ରୀମନ୍ଦିର ସାମ୍ନାରେ ଧାରଣା, ଆସନ୍ତାକାଲି ଘଣ୍ଟ ବାଡେଇ ପ୍ରତିବାଦ

ପୁରୀ: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ପୁଣି ଉଠିଲା ସ୍ୱର । ପୁରୀ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିଲେ ସେବାୟ । ଖୁବ୍‌ଶିଘ୍ର ଶ୍ରୀମନ୍ଦିର ଖୋଲାଯାଉ ବୋଲି ଦାବି କରି ଦାମୋଦର ମହାସୁଆର ସହଯୋଗୀଙ୍କ ସହ ମିଶି ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି । ସେପଟେ କାଲିଠୁ ମନ୍ଦିର…