ଦିଲ୍ଲୀ ଗଲେ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଏହିସବୁ ପ୍ରସିଦ୍ଧ ମନ୍ଦିର
ଭୁବନେଶ୍ବର: ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର ଭାରତ । ଯେଉଁଠି ଯିବେ ସେଇଠି ମନ୍ଦିର । ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ସବୁଠି ଭାରି ରହିଛି ଅନେକ ମଦିର ।
ପ୍ରତ୍ୟେକ ସ୍ଥାନରେ ଥିବା ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି, ଯେଉଁ କାରଣରୁ ତାହା ପ୍ରସିଦ୍ଧ ହୋଇଥାଏ । ଧାର୍ମିକ…