ମାଲିକ ହେବ ତ ଏମିତି : କୁକୁରର ଜୀବନ ବଞ୍ଚାଇବାକୁ ମୁହଁରେ ଫୁଙ୍କି ଅକ୍ସିଜେନ୍ ଦେଲେ ମାଲିକ
ଝାରସୁଗୁଡ଼ା: ଅଭୁତ ସମ୍ପର୍କ । କୁକୁରର ଜୀବନ ବଞ୍ଚାଇବାକୁ ମାଲିକ ନିଜ ମୁହଁରେ ଫୁଙ୍କି ଅକ୍ସିଜେନ ଦେଇଛନ୍ତି । ଝାରସୁଗୁଡ଼ାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ଝାରସୁଗୁଡ଼ାର ଜଣେ କୁକୁର ମାଲିକ ତାଙ୍କ କୁକୁରର ଦେହ ଖରାପ ହେବା ପରେ ତାକୁ ଝାରସୁଗୁଡ଼ା ପ୍ରାଣୀ…