ମୁମ୍ୱାଇରେ କାହିଁକି ବାରମ୍ୱାର ଭୂକମ୍ପ ? ଚାରି ଦିନରେ ୩ ଥର ଦୋହଲିଲା ମାୟାନଗରୀ
ମୁମ୍ୱାଇ: କରୋନା ମହାମାରୀ ମହାରାଷ୍ଟ୍ରର ମେରୁଦଣ୍ଡ ଭାଙ୍ଗି ଦେଲାଣି । ସଂକ୍ରମଣରେ ବ୍ରେକ ଲାଗି ପାରୁନି । ଏଭଳି ସମୟରେ ଡରାଉଛି ଭୂମିକମ୍ପ । ଗତ ଚାରି ଦିନରେ ତିନି ଥର ଝଟକା ଅନୁଭୂତ ହେଲାଣି । ଯାହାକୁ ନେଇ ସମସ୍ତେ ଚିନ୍ତିତ ।
ଆଜି ସକାଳ ୮ଟା ବେଳେ ମୁମ୍ୱାଇରେ ଭୂକମ୍ପ ଝଟକା ଅନୁଭୂତ…