ପୁନର୍ମୂଲ୍ୟାୟନର ସମୟ
ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……
ଧୂଳିଆ ବାବା ଓରଫ ବାନ୍ଦର ଦାସ ମହନ୍ତ ମହାରାଜଙ୍କ ବିଷୟରେ ଫକୀରମୋହନ ଲେଖିଛନ୍ତି, "ଦିପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ। ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ; ପାଏ ଗଞ୍ଜେଇ ଖଞ୍ଜା। ଦିନ ରାତି ଗଞ୍ଜେଇ…