Latest Odisha News

BREAKING NEWS

ମହାମାରୀ ଓ ମଦ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ମହାମାରୀ ସମୟରେ ଏପରି କ୍ଵଚିତ କିଛି ଜିନିଷ ଦେଖିବାକୁ ମିଳେ ଯାହା ବିପର୍ଯ୍ୟସ୍ତ କିମ୍ବା ଅବନତିର ଶିକାର ନ ହୋଇଛି। ମଣିଷ ଜୀବନ ବିପର୍ଯ୍ୟସ୍ତ ହୋଇଯାଇଛି, ଜୀବିକା ଛିନ୍ନ ଭିନ୍ନ, ମଣିଷ ମନର ଦମ୍ଭ ଓ ଆଶା ହୋଇଛି ବିକ୍ଷିପ୍ତ।…

କଙ୍କଡ଼ା ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଆମ ଦେଶରେ ରେ ଘଟି ଯାଇଥିବା ଏକ ଅଭାବନୀୟ ଘଟଣା କଙ୍କଡାକୁ ରାଜନୈତିକ ଚର୍ଚ୍ଚା ଭିତରକୁ ଟାଣି ଆଣିଛି। ଦୁଇ ବର୍ଷ ତଳେ ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଫଳରେ ରତ୍ନଗିରି ଜିଲ୍ଲାର ତିୱରେ ବନ୍ଧ ଭୁସୁଡି ଗଲା ଓ ଏହାର…

ଦର୍ଶକ ବିହୀନ କ୍ରୀଡ଼ା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ନିକଟରେ ଭୁବନେଶ୍ୱରରେ ଶେଷ ହୋଇଛି କନିଷ୍ଠ ପୁରୁଷ ହକି ବିଶ୍ୱ କପ୍ ଟୁର୍ଣ୍ଣାମେଣ୍ଟ। ପ୍ରତିଯୋଗିତାଟିର ଅନ୍ୟ କୌଣସି ବିଶେଷତ୍ୱ ଥାଉ କି ନ ଥାଉ ଏହାର ଗୋଟିଏ ଦିଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ ଯେ ଏହା ସାଧାରଣ ଦର୍ଶକ…

ପଶୁ ଓ ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ନିକଟରେ ଓଡ଼ିଶାର ଉପବାଚସ୍ପତି ଏକ ସମାବେଶରେ କହି ପକାଇଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କୁଆଡେ ସାଢେ ଚାରି କୋଟି ଓଡ଼ିଆଙ୍କ ଠାକୁର। ଅବଶ୍ୟ ନିଜ ଦଳର ସର୍ବେସର୍ବାଙ୍କୁ ମହିମା ମଣ୍ଡିତ କରିବାର ପ୍ରବଣତା ତାଙ୍କର ସ୍ୱାଭାବିକ, ହେଲେ…

କୁକୁର ଚରା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ପଡୋଶୀଙ୍କ ଘରେ କେବଳ ତାଙ୍କର ସ୍କୁଲ ପଢୁଆ ସାନ ପୁଅ ବ୍ୟତୀତ ବାକି ସମସ୍ତେ ଏକା ସାଙ୍ଗରେ କୋଭିଡ ଆକ୍ରାନ୍ତ ଜଣା ପଡିବା ପରେ ନିଜ ସ୍ୱାସ୍ଥ୍ୟକୁକୁ ନେଇ ଯେତିକି ନୁହେଁ, ସେମାନେ ତା'ଠୁ ଅଧିକ ବିଚଳିତ ହୋଇ ଉଠିଥିଲେ ପୋଷା କୁକୁରକୁ…

ବେଳହୁଁ ସାବଧାନ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ନିକଟରେ ଘଟିଥିବା ମୁମ୍ବାଇ ଅବିଘ୍ନ ପାର୍କ ସୋସାଇଟି ଅଗ୍ନିକାଣ୍ଡ ବେଳେ ସୁଉଚ୍ଚ ଅଟ୍ଟାଳିକାର ଉଣେଇଶ ତମ ମହଲାରୁ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା ବେଳେ ତଳେ ଖସି ପଡି ପ୍ରାଣ ହରାଇବାର ଦୃଶ୍ୟ…

ପୁନର୍ମୂଲ୍ୟାୟନର ସମୟ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଧୂଳିଆ ବାବା ଓରଫ ବାନ୍ଦର ଦାସ ମହନ୍ତ ମହାରାଜଙ୍କ ବିଷୟରେ ଫକୀରମୋହନ ଲେଖିଛନ୍ତି, "ଦିପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ। ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ; ପାଏ ଗଞ୍ଜେଇ ଖଞ୍ଜା। ଦିନ ରାତି ଗଞ୍ଜେଇ…

ମୃତ୍ୟୁ କ’ଣ ଏକ ତାମସା ?

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଗତ ସପ୍ତାହରେ ମୁଣ୍ଡଳୀ ବ୍ୟାରେଜଠାରେ ଗଜ ଉଦ୍ଧାର ଅପରେସନ ସମୟରେ ଯେଉଁ ମଟର ବୋଟ ଦୁର୍ଘଟଣା ଘଟିଗଲା ତାହା ଥିଲା ଯେତିକି ହୃଦୟବିଦାରକ ସେତିକି ଚାଞ୍ଚଲ୍ୟକର। ଗଜ ଉଦ୍ଧାରକାରୀ ଓଡ୍ରାଫ ଦଳ ସହ ଅପ୍ରତ୍ୟାଶିତ ଭାବେ ଯୋଡି…

ସାର୍ ବାଥରୁମରେ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ବଡ ବଡିଆ ମାନେ ତାଙ୍କ ପଦ ମର୍ଯ୍ୟାଦା ବଜାୟ ରଖିବା ପାଇଁ ମଳି ମୁଣ୍ଡିଆଙ୍କୁ ଅନେକ ପ୍ରକାର ପ୍ରତିଶୃତି ଦେଇ ଥାନ୍ତି। ସବୁ ପ୍ରତିଶୃତି ତ ରଖି ହୁଏନି, ତଥାପି ଜନତାର ସେବକ ଓ ପ୍ରଶାସକ ମାନଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଅଥବା…

ଫୁରସତର ଜୀବନ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ “ଏଇ କଥାକୁ” ......  ଆପଣଙ୍କ ଚାରିପଟେ ଟିକିଏ ଆଖି ବୁଲାନ୍ତୁ ଦେଖିବେ ସାରା ଦୁନିଆ ଯେମିତି ଆପଣଙ୍କ ଜୀବନକୁ ସରଳ, ସହଜ ଓ ସ୍ୱଚ୍ଛନ୍ଦ କରିବାକୁ ତତ୍ପର । ବିଜ୍ଞାପନ ର ବାହାସ୍ଫୋଟକୁ  ବା ସରକାରୀ ଘୋଷଣାକୁ ଲକ୍ଷ୍ୟ କରନ୍ତୁ, ବଜାରର…