କୁକୁର ପାଇଁ ଟିଭି ଚୁର୍ମାର କଲା ୮ ବର୍ଷର ପୁଅ
ନୂଆଦିଲ୍ଲୀ: ଗୋଟିଏ ୮ ବର୍ଷର ପିଲା ଫିଲ୍ମ ଦେଖିବାବେଳେ ଫିଲ୍ମରେ ଥିବା କୁକୁରକୁ ଏତେ ପସନ୍ଦ କରିଥିଲା ଯେ ତାଙ୍କୁ ବାହାରକୁ ଆଣିବା ପାଇଁ ସେ ବ୍ୟାଟ୍ରେ ଟିଭିକୁ ବାଡେଇ ସେଥିରୁ କୁକୁରକୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲା। ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲା ମୁଖ୍ୟାଳୟଠାରୁ ୭୦…