ଟମାଟୋ ଫ୍ଲୁ ଭୟ: ଖୁବଶୀଘ୍ର ଜାରି ହେବ ନମୁନା ସଂଗ୍ରହ ଗାଇଡଲାଇନ୍
ଭୁବନେଶ୍ବର : ଟମାଟୋ ଫ୍ଲୁକୁ ନେଇ ଆଗୁଆ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଗତକାଲି ଏ ସଂପର୍କରେ ରାଜ୍ୟର ଶିଶୁରୋଗ ବିଶେଜ୍ଞମାନଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଜିଲ୍ଲାମାନଙ୍କୁ ଏହି ଆକ୍ରାନ୍ତ ଶିଶୁଙ୍କ ନମୁନା ପଠାଇବାକୁ ନିର୍ଦେଶ ଦିଆଯାଇଛି। ତେବେ କିଭଳି ଢଙ୍ଗରେ ନମୁନା…