ଆକାଶଛୁଆଁ ଟମାଟୋ ଦର; କେ.ଜିକୁ ୧୨୦ ଟଙ୍କା
ନୂଆଦିଲ୍ଲୀ: ଦେଶର ଅଧିକାଂଶ ସହରରେ ଆକାଶଛୁଆଁ ଟମାଟୋ ଦର। ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦ ଟଙ୍କା ଉପରେ ରହିଛି। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ବ୍ୟାପକ ବର୍ଷା ହେତୁ ଟମାଟୋର ଖୁଚୁରା ମୂଲ୍ୟ କେତେକ ଦକ୍ଷିଣ ରାଜ୍ୟରେ କିଲୋଗ୍ରାମ ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇଛି।…