ଖାଇବାରେ ଲୁଣ ଅଧିକ ହୋଇଗଲେ ଆପଣାନ୍ତୁ ଏହି ଉପାୟ..
ଭୁବନେଶ୍ବର: ତରତର ହୋଇ ରାନ୍ଧିଲାବେଳେ ବେଳେବେଳେ ଖାଇବାରେ ଲୁଣ ଅଧିକ ହୋଇଯାଏ । ସେତେବେଳେ ପୂରା ଖାଇବା ତ ଫୋପାଡି ପାରିବା ନାହିଁ, କିଛି ଏମିତି ଉପାୟ ଅଛି ଯାହା ଦ୍ବାରା ଲୁଣ ପରିମାଣ ଠିକ୍ ହୋଇଯିବ ।
–ତରକାରୀରେ ଲୁଣର ମାତ୍ରା କମ୍ କରିବା ପାଇଁ ସେଥିରେ କିଛି ଲେମ୍ବୁରସ୍ ଓ…