Latest Odisha News

BREAKING NEWS

Browsing Tag

transwoman gauri sawant

କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା ସେନ

ମୁମ୍ବାଇ: ଦୀର୍ଘଦିନ ପରେ ବଡ଼ ପରଦାରେ ନଜର ଆସିବେ ଅଭିନେତ୍ରୀ ସୁସ୍ମିତା ସେନ। ସେ ପୁଣି କିନ୍ନର ଲୁକରେ। ଅଭିନେତ୍ରୀ ସୁସ୍ମିତା ସେନ୍ ଗୁରୁବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଆଗାମୀ ଚଳଚ୍ଚିତ୍ର 'ତାଲି'ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଚଳଚ୍ଚିତ୍ର 'ତାଲି' କିନ୍ନର ଗୌରୀ ସାୱନ୍ତଙ୍କ…