Latest Odisha News

BREAKING NEWS

Browsing Tag

Travel influencer

କାଳ ହେଲା ରିଲ୍ସ ସୁଟ୍ କରିବା; ୩୦୦ ଫୁଟ୍ ଖାଇକୁ ଖସି ଟ୍ରାଭେଲ ଇନଫ୍ଲୁଏନ୍ସର ମୃତ

ମୁମ୍ବାଇ: ମୁମ୍ବାଇର ଜଣେ ୨୭ ବର୍ଷୀୟ ଟ୍ରାଭେଲ ଇନଫ୍ଲୁଏନ୍ସର ଅନଭି କାମଦାର ଇନଷ୍ଟାଗ୍ରାମ ରିଲ ସୁଟିଂ କରୁଥିବା ସମୟରେ ଏକ ଖାଇରେ ପଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି ଏହି ଅଘଟଣ। ଜୁଲାଇ ୧୬ରେ ଅନଭି ସାଙ୍ଗମାନଙ୍କ…