ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛନ୍ତି ଗୁଜରାଟ ଯୋଗୀ
ନୂଆଦିଲ୍ଲୀ: ହିନ୍ଦୁ ଯୁବ ବାହିନୀଙ୍କ ଗୁଜୁରାଟର ଦାୟିତ୍ୱରେ ଥିବା ଯୋଗୀ ଦେବନାଥ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି। ଅନେକ ଲୋକ ଯୋଗୀ ଦେବନାଥଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ଏବଂ ତାଙ୍କୁ 'ଗୁଜୁରାଟର ଯୋଗୀ' ବୋଲି କହୁଛନ୍ତି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ…