ଶିମିଳିପାଳରେ ହାତୀ ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ୩ ନିଲମ୍ୱିତ ବନ କର୍ମଚାରୀ ଗିରଫ
ବାରିପଦା : ୭ ତାରିଖରେ ଶିମିଳିପାଳରେ ହାତୀ ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ୩ ବନ କର୍ମଚାରୀ ଗିରଫ । ଶିମିଳିପାଳରେ ହାତୀକୁ ମାରି ପୋଡ଼ିବା ଘଟଣାରେ ୩ ନିଲମ୍ୱିତ ବନକର୍ମଚାରୀ ଗିରଫ ହୋଇଛନ୍ତି । ପୂର୍ବରୁ ଏମାନଙ୍କ ନାଁରେ ଦିଆଯାଇଥିଲା ଏତଲା ।
ଶିମିଳିପାଳରେ ଦନ୍ତା ହାତୀକୁ ମାରି ଦାନ୍ତ…