Latest Odisha News

BREAKING NEWS

Browsing Tag

twitter ban

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରୁ ବ୍ୟାନ୍ ହଟିବ, ଏଲନ୍ ମସ୍କଙ୍କ ବଡ଼ ନିଷ୍ପତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରୁ ବ୍ୟାନ୍ ହଟାଇବ ଟ୍ୱିଟର । ତାଙ୍କ ଆକାଉଣ୍ଟ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବ । ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ସେ କହିଛନ୍ତି, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ୍…

ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର

ନୂଆଦିଳ୍ଲୀ: ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର। ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ଆମେରିକାର ନିୟମ ଉଲ୍ଲଂଘନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ଡିଲିଟ କରିବା ପରେ ଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ…