Latest Odisha News
Browsing Tag

Two Drowned

ନଦୀରେ ବୁଡ଼ି ଦୁଇ ଅଙ୍ଗନୱାଡ଼ି ଶିଶୁଙ୍କ ମୃତ୍ୟୁ

ଜି. ଉଦୟଗିରି: ଟିକାବାଲିର ଛାତିଝରା ଗ୍ରାମରେ ନଦୀରେ ବୁଡ଼ି ଅଙ୍ଗନୱାଡ଼ି ପାଠ ପଢୁଥିବା ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି, ଜ୍ୟୋତିଷ ଦେହୁରୀଙ୍କ ଝିଅ ଯାଜ୍ଞସିନୀ ଏବଂ ଯୁଧିଷ୍ଠିର ଦେହୁରୀଙ୍କ ଝିଅ ସତ୍ୟଜିତ୍ । ରବିବାର ସକାଳେ ଉଭୟ ତାଙ୍କ ବଡ଼ ମା’ ଙ୍କ ସହ ନଦୀକୁ ଗାଧୋଇବାକୁ…