ହାଇକୋର୍ଟରେ ଉପାସନାଙ୍କ ଆଗୁଆ ଜାମିନ ଆବେଦନ
ଭୁବନେଶ୍ବର : ନୟାପଲ୍ଲୀ ଅଞ୍ଚଳରେ ଭଡାଟିଆଙ୍କୁ ଆକ୍ରମଣ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଉପାସନା ମହାପାତ୍ର । ବିଜେପି ନେତ୍ରୀ ଉପାସନାଙ୍କ ସହ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ମଧ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ପ୍ରଣବ ରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣାରେ…