Latest Odisha News

BREAKING NEWS

Browsing Tag

updates

ସରିଲା ମହୁରତ, ଆରମ୍ଭ ହେବ “ମନ ବୁଝେନା ଇସ୍କ ବିନା”ର ସୁଟିଂ

ଭୁବନେଶ୍ୱର: ପ୍ରେମ ପାଇଁ ମନ ବୁଝୁନି । ପ୍ରେମ ବିନା ବଂଚି ହେଉନି । କିଛି ଏପରି କେମିଷ୍ଟ୍ରି ନେଇ ଖୁବଶୀଘ୍ର ଓଲିଉଡ ପରଦାକୁ ଆସିବେ କ୍ରିଷ୍ଣା, ମନୋଜ, କରନ, ବର୍ଷା ଓ ଲକ୍ଷ୍ମୀପ୍ରିୟା । ଖୁବଶୀଘ୍ର ଏହି କଳାକାରଙ୍କୁ ମୁଖ୍ୟ ଭୂମିକାରେ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ “ମନ ବୁଝେନା…

ଫିଲ୍ମ ‘ଭୁଲ ଭୁଲୈୟା-୨’କୁ ନେଇ ଆସିଲା ନୂଆ ଖବର !

ମୁମ୍ବାଇ: ଲକ୍‌ଡାଉନ୍ ଅନ୍‌ଲକ୍ ପରେ ଅନେକ ଫିଲ୍ମ ପ୍ରୋଜେକ୍ଟ ଏବେ ସକ୍ରିୟ ହୋଇଛି । ଏହି ତାଲିକାରେ ଫିଲ୍ମ 'ଭୁଲ୍ ଭୁଲୈୟା-୨' ବି ସାମିଲ ହୋଇଛି । କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀ ଷ୍ଟାରର ଏହି ଫିଲ୍ମର ସୁଟିଂ ଡିସେମ୍ବର କିମ୍ବା ଜାନୁଆରୀରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।…