CMS ପରୀକ୍ଷା ୨୦୨୦ ପାଇଁ ଆସିଲା ଆଡମିଟ୍ କାର୍ଡ
ନୂଆଦିଲ୍ଲୀ: ମିଳିତ ଜନସେବା ଆୟୋଗ (UPSC) ମିଳିତ ଚିକିତ୍ସା ସେବା (CMS) ପରୀକ୍ଷା ୨୦୨୦ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି।
ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଅଫିସିଆଲ୍ ୱେବସାଇଟ୍ upsc.gov.in ପରିଦର୍ଶନ କରିପାରିବେ । UPSC CMS ପରୀକ୍ଷା ୨୦୨୦ ଅକ୍ଟୋବର ୨୨ ରେ…