ଉତ୍ତରାଖଣ୍ଡରେ ବାତିଲ ହେଲା ‘କନୱର ଯାତ୍ରା’
ଡେରାଡୁନ୍: କରୋନାର ତୃତୀୟ ତରଙ୍ଗର ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ବାର୍ଷିକ 'କନୱର ଯାତ୍ରା' ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଯାତ୍ରା ଜୁଲାଇ ୨୫ ରୁ ଆରମ୍ଭ ହେବାର ଥିଲା।
ଏକ ଗୁରୁତ୍ୱପୂର୍ଣ୍ଣ ବିକାଶରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ…