୧୮ ବର୍ଷରୁ ଅଧିକ ବୟସ୍କ ଟିକାକରଣ ପାଇଁ ଆଜିଠୁ କରିପାରିବେ ପଞ୍ଜୀକରଣ
ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ଅପରାହ୍ନ ୪ ଟାରେ ଖୋଲିବ ବୋଲି ବୁଧବାର କେନ୍ଦ୍ର ସରକାର କହିଛନ୍ତି।
“ଏପ୍ରିଲ୍ ୨୮ ରେ ଅପରାହ୍ନ ୪ଟାରେ cowin.gov.in, ଆରୋଗ୍ୟ ସେତୁ ଆପ୍ ଏବଂ ଉମଙ୍ଗ ଆପ୍ ରେ ୧୮ ବର୍ଷରୁ ଅଧିକ ବୟସ୍କ…