ରେକର୍ଡ କଲା ଭାରତ; ଗୋଟିଏ ଦିନରେ ୧ କୋଟି ଟିକାକରଣ; ଶୀର୍ଷରେ ୟୁପି
ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୁଦ୍ଧରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗୋଟିଏ ଦିନରେ ୧ କୋଟି ଡୋଜ ଟିକାକରଣ କରି ରେକର୍ଡ ସୃଷ୍ଟି କରିଛି ଦେଶ। ଦେଶର ଏହି ସଫଳତା ପାଇଁ ଭାରତକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୋମ୍ୟା…